ସାଇ ତୁମେ ଅମୂଲ୍ୟ ଠାକୁର, ଲକ୍ଷ୍ମୀପ୍ରିୟା ପଟ୍ଟନାୟକ
କଳି ଯୁଗର ଅବତାର ।
ତୁମର ନାମ ଅଶେଷ ପ୍ରକାର,
ବ୍ରହ୍ମାଣ୍ଡର ତୁମେ ଠାକୁର ।
ଶିରିଡିରେ ତୁମରି ସ୍ଥାନ,
ସବୁଠି ରହିଛି ତୁମରି ନାମ ।
ଭକ୍ତ ଯେତେବେଳେ ପ୍ରାର୍ଥନା କରେ ତୁମକୁ ସାଇ,
ସେତେବେଳେ ଆସି ପହଂଚି ଯାଅ ତା ପାଖେ ଧାଇଁ ।
କେତେ ଯେ ଅବତାର ନିଅ ତୁମେ,
କେଉଁ ରୂପେ ଆସି ଲୋକଙ୍କ ପାଖରେ ।
ଯେ ଯାହା କାମନା,ଉପାସନା ଚିନ୍ତେ,
ଶୁଣି ନିଅ ତାହାରି ଡାକ ନିମିଷକ ମାତ୍ରେ ।
ଶ୍ରଦ୍ଧା ସବୁରୀ ତୁମରି ଜଣାଣ,
ସମସ୍ତେ କହନ୍ତି ଏହା ସାଇ ବାବାଙ୍କ ନାମ ।
କଳି ଯୁଗର ଅବତାର ।
ତୁମର ନାମ ଅଶେଷ ପ୍ରକାର,
ବ୍ରହ୍ମାଣ୍ଡର ତୁମେ ଠାକୁର ।
ଶିରିଡିରେ ତୁମରି ସ୍ଥାନ,
ସବୁଠି ରହିଛି ତୁମରି ନାମ ।
ଭକ୍ତ ଯେତେବେଳେ ପ୍ରାର୍ଥନା କରେ ତୁମକୁ ସାଇ,
ସେତେବେଳେ ଆସି ପହଂଚି ଯାଅ ତା ପାଖେ ଧାଇଁ ।
କେତେ ଯେ ଅବତାର ନିଅ ତୁମେ,
କେଉଁ ରୂପେ ଆସି ଲୋକଙ୍କ ପାଖରେ ।
ଯେ ଯାହା କାମନା,ଉପାସନା ଚିନ୍ତେ,
ଶୁଣି ନିଅ ତାହାରି ଡାକ ନିମିଷକ ମାତ୍ରେ ।
ଶ୍ରଦ୍ଧା ସବୁରୀ ତୁମରି ଜଣାଣ,
ସମସ୍ତେ କହନ୍ତି ଏହା ସାଇ ବାବାଙ୍କ ନାମ ।
ବ୍ରାହ୍ମଣସାଇଲୋ
No comments:
Post a Comment